CJP: ୧୬ରେ ଦିଲ୍ଲୀରେ ଏକଜୁଟ ହେବ ସିଜେପି
ଦେଶଭକ୍ତମାନେ ଜାତୀୟ ପତାକା ତ୍ରିରଙ୍ଗା ସହ ଦିଲ୍ଲୀର ବ୍ୟବସାୟ ପେଣ୍ଠସ୍ଥଳ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କ ନିକଟରେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟା ସମୟରେ ଏକଜୁଟ ହେବା ପାଇଁ କକ୍ରୋଚ୍ ଜନତା ପାର୍ଟିର (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଆହ୍ବାନ ଦେଇଛନ୍ତି।

ନୂଆଦିଲ୍ଲୀ: ଦେଶଭକ୍ତମାନେ ଜାତୀୟ ପତାକା ତ୍ରିରଙ୍ଗା ସହ ଦିଲ୍ଲୀର ବ୍ୟବସାୟ ପେଣ୍ଠସ୍ଥଳ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କ ନିକଟରେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟା ସମୟରେ ଏକଜୁଟ ହେବା ପାଇଁ କକ୍ରୋଚ୍ ଜନତା ପାର୍ଟିର (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଆହ୍ବାନ ଦେଇଛନ୍ତି। ସିଜେପି ସଦସ୍ୟ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେବଳ ତ୍ରିରଙ୍ଗା ଉଡ଼ାଇବାରୁ ହିଁ ଜେଲ୍ ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ‘ଏକ୍ସ’ରେ ଏକ ପୋଷ୍ଟ କରି ଦୀପ୍କେ କହିଛନ୍ତି, ‘ଆମେ ଦେଖାଇ ଦେବୁ ଯେ ତ୍ରିରଙ୍ଗା ଉଡ଼ାଇବା ଏକ ଅପରାଧ ନୁହେଁ।

ସୌଜନ୍ୟ ସମ୍ବାଦ