ଖେଳ
Cricket: ଭାରତ-ଆଫଗାନିସ୍ତାନ ଟି୨୦ ଶୃଙ୍ଖଳାରେ କାହାକୁ ମିଳିବ ସୁଯୋଗ? ହାର୍ଦ୍ଦିକ-ବୁମରାଙ୍କୁ ନେଇ ଦ୍ବନ୍ଦ୍ବ ଜାରି
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍ ପୁଣି ଥରେ ଟି୨୦ ଶୃଙ୍ଖଳା ଖେଳିବାକୁ ପ୍ରସ୍ତୁତି କରିଦେଇଛି। ଆସନ୍ତା ମାସରେ ଅର୍ଥାତ ସେପ୍ଟେମ୍ବରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ଖେଳାଯିବ।

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍ ପୁଣି ଥରେ ଟି୨୦ ଶୃଙ୍ଖଳା ଖେଳିବାକୁ ପ୍ରସ୍ତୁତି କରିଦେଇଛି। ଆସନ୍ତା ମାସରେ ଅର୍ଥାତ ସେପ୍ଟେମ୍ବରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ଖେଳାଯିବ। କୁହାଯାଉଛି ଯେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ ନେତୃତ୍ବରେ ଚୟନ କମିଟି ସେପ୍ଟେମ୍ବର ୩ ତାରିଖରେ ଏହି ଶୃଙ୍ଖଳା ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରିବେ। ଆଫଗାନିସ୍ତାନ ବିପକ୍ଷ ଟିମ୍ରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିପାରେ।
ସୌଜନ୍ୟ ସମ୍ବାଦ




