ଦେଶ ବିଦେଶ
EIC ପରିଚୟପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ
କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧିକାରୀମାନଙ୍କୁ ସେମାନଙ୍କ ପରିଚୟପତ୍ର (ଇଏସ୍ଆଇସି ପେହଚାନ କାର୍ଡ) ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ପଡ଼ିବ। ଇଏସ୍ଆଇସିର ବିଭିନ୍ନ ସୁବିଧା ପାଇବା ଲାଗି ସେମାନଙ୍କୁ ଆଧାର ପ୍ରମାଣୀକରଣ କରିବାକୁ ପଡ଼ିବ।

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧିକାରୀମାନଙ୍କୁ ସେମାନଙ୍କ ପରିଚୟପତ୍ର (ଇଏସ୍ଆଇସି ପେହଚାନ କାର୍ଡ) ସହ ଆଧାର କାର୍ଡ ଲିଙ୍କ୍ କରିବାକୁ ପଡ଼ିବ। ଇଏସ୍ଆଇସିର ବିଭିନ୍ନ ସୁବିଧା ପାଇବା ଲାଗି ସେମାନଙ୍କୁ ଆଧାର ପ୍ରମାଣୀକରଣ କରିବାକୁ ପଡ଼ିବ। ସାମାଜିକ ସୁରକ୍ଷା ସଂହିତା ୨୦୨୦ର ଧାରା ୧୪୨ ଅଧୀନରେ ଏହାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୌଜନ୍ୟ ସମ୍ବାଦ




