ଜାତୀୟ

HSBC: ଏଆଇ ପ୍ରଭାବ: ଏଚ୍‌ଏସ୍‌ବିସି ୨୦ହଜାର ଛଟେଇ କରିବ

ବିଶ୍ବର ଅଗ୍ରଣୀ ଆର୍ଥିକ ସଂସ୍ଥା ଏଚ୍‌ଏସ୍‌ବିସି ହୋଲ୍‌ଡିଂସ୍‌ ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ୨୦ହଜାର କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ମଧ୍ୟମ କ୍ଷେତ୍ରରେ ଓ ବ୍ୟାକ୍‌ ଅଫିସ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଆର୍ଥିକ ସଂସ୍ଥା ଏଚ୍‌ଏସ୍‌ବିସି ହୋଲ୍‌ଡିଂସ୍‌ ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ୨୦ହଜାର କର୍ମଚାରୀଙ୍କୁ ଛଟେଇ କରିବା ଉପରେ ବିଚାର କରୁଛି। ମଧ୍ୟମ କ୍ଷେତ୍ରରେ ଓ ବ୍ୟାକ୍‌ ଅଫିସ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହାଦ୍ବାରା ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଏଚ୍‌ଏସ୍‌ବିସିର ସିଇଓ ଜର୍ଜସ୍‌ ଏଲ୍‌ହେଡେରି କୃତିମ ବୃଦ୍ଧିମତ୍ତା (ଏଆଇ) ବ୍ୟବହାର ଉପରେ ଜୋର ଦେଉଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button