ଦେଶ ବିଦେଶ

Vande Mataram: ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ବାଜିଲା ବନ୍ଦେ ମାତରଂ

ଚେନ୍ନାଇ: ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ପୂର୍ବରୁ ଜାତୀୟ ଗୀତ ‘ବନ୍ଦେ ମାତରଂ’ ଗାନ କରାଯିବାକୁ ନେଇ ଚଳିତ ବର୍ଷ ଜାନୁଆରିରେ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ। ତେବେ ରବିବାର ତାମିଲନାଡ଼ୁରେ ସି ଯୋଶେଫ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ଜାତୀୟ ସଙ୍ଗୀତ ପୂର୍ବରୁ ବନ୍ଦେ ମାତରଂ ବାଜିଥିଲା। ଏହି ସମୟରେ ବିଜୟଙ୍କ ସହିତ ମଞ୍ଚ ଉପରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

 

ସୌଜନ୍ୟ ସମ୍ବାଦ

Show More
Back to top button