ଦେଶ ବିଦେଶ

JSSC CGL: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷା ବାତିଲକୁ ବିରୋଧ

ଝାଡ଼ଖଣ୍ଡ ସରକାର ବିଭିନ୍ନ ନିଯୁକ୍ତି ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସଚିବାଳୟ ସମ୍ମୁଖରେ ସଫଳ ପରୀକ୍ଷାର୍ଥୀମାନେ ବିକ୍ଷୋଭ କରିଛନ୍ତି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗର କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌ ପରୀକ୍ଷାରେ ଚୟନ ହୋଇଥିବା...

ରାଞ୍ଚି: ଝାଡ଼ଖଣ୍ଡ ସରକାର ବିଭିନ୍ନ ନିଯୁକ୍ତି ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସଚିବାଳୟ ସମ୍ମୁଖରେ ସଫଳ ପରୀକ୍ଷାର୍ଥୀମାନେ ବିକ୍ଷୋଭ କରିଛନ୍ତି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍‌ଏସ୍‌ସି)ର କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌ (ସିଜିଏଲ୍‌) ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସମେତ ପ୍ରାୟ ୨,୭୦୦ ଜଣ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନେ ବାତିଲ ଆଦେଶ ପ୍ରତ୍ୟାହାର କରିବା ସହ ନ୍ୟାୟ ଦାବି କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button