ଖେଳ
Kalinga Stadium: କଳିଙ୍ଗ ଷ୍ଟାଡିୟମ୍ରେ ରୋଲ୍ବଲ୍ କୋର୍ଟ
ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ଭଲ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖୁବ୍ ଶୀଘ୍ର ରୋଲ୍ ବଲ୍ର ଏକ ନୂଆ କୋର୍ଟ କାମ ଆଗେଇ ଚାଲିଛି। ଯାହାକି ରାଜ୍ୟ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ତାଲିକାରେ ଆଉ ଏକ ‘ପ୍ରଥମ’ ଯୋଡ଼ିବାକୁ ଯାଉଛି।

ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ଭଲ ଭିତ୍ତିଭୂମି ଯୋଡ଼ି ହେବାକୁ ଯାଉଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଖୁବ୍ ଶୀଘ୍ର ରୋଲ୍ ବଲ୍ର ଏକ ନୂଆ କୋର୍ଟ କାମ ଆଗେଇ ଚାଲିଛି। ଯାହାକି ରାଜ୍ୟ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ତାଲିକାରେ ଆଉ ଏକ ‘ପ୍ରଥମ’ ଯୋଡ଼ିବାକୁ ଯାଉଛି। କଳିଙ୍ଗ ଷ୍ଟାଡିୟମ୍ର ଗେଟ୍ ନମ୍ବର ୮ ପ୍ରବେଶ ଦ୍ବାରରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବର୍ଷା ପ୍ରତିବଂଧକ ସାଜିଥିବାବେଳେ ମାତ୍ର ୫ ପ୍ରତିଶତ କାମ ବାକି ରହିଛି।
ସୌଜନ୍ୟ ସମ୍ବାଦ




