ଜାତୀୟ

Kalma: କଲ୍‌ମା ପାଠ ନକରିପାରିବାରୁ ଗୁଳି କରିଥିଲେ

ନୂଆଦିଲ୍ଲୀ: ଆରତୀ ଆର. ମେନନ୍ ତାଙ୍କ ପିତା ଏନ. ରାମଚନ୍ଦ୍ରନ ଏବଂ ଯମଜ ପୁଅଙ୍କ ସହିତ କୋଚିରୁ ପହଲଗାମ ଯାତ୍ରା କରିଥିଲେ। ଆତଙ୍କବାଦୀମାନେ ଏନ. ରାମଚନ୍ଦ୍ରନଙ୍କୁ କଲ୍‌ମା ପାଠ କରିବାକୁ କହିଥିଲେ। ଯେତେବେଳେ ସେ ତାହା କରିପାରିନଥିଲେ ତାଙ୍କୁ ଗୁଳି କରିଥିଲେ। ଆତଙ୍କବାଦୀ ଆରତୀ ଏବଂ ପିଲାମାନଙ୍କ ଆଡ଼କୁ ବନ୍ଧୁକ ଦେଖାଇଥିଲା। ଯେତେବେଳେ ପିଲାମାନେ ଚିତ୍କାର କକରିଥିଲେ, ସେମାନେ ପଳାଇଯାଇଥିଲେ। ୩୭ ବର୍ଷୀୟା ଆରତୀ କହିଛନ୍ତି ତାଙ୍କ ପରିବାର ସେହି ଦିନର ଘଟଣାଗୁଡ଼ିକୁ ମନେ ପକାଇବାକୁ ଭୟ କରୁଛନ୍ତି।

Show More
Back to top button