ଦେଶ ବିଦେଶ
Karnataka: ଦୁର୍ନୀତି ଅଭିଯୋଗ ପାଇଁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର
କର୍ଣ୍ଣାଟକ ମନ୍ତ୍ରୀ ବି. ନାଗେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ଡିକେ ଶିବକୁମାରଙ୍କ ମନ୍ତ୍ରିମଣ୍ଡଳରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାର ୨୫ ଦିନ ମଧ୍ୟରେ ଆଜି ସେ ତାଙ୍କ ଇସ୍ତଫା ଘୋଷଣା କରିବା ସମୟରେ କାନ୍ଦି ପକାଇଛନ୍ତି।

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ବି. ନାଗେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ଡିକେ ଶିବକୁମାରଙ୍କ ମନ୍ତ୍ରିମଣ୍ଡଳରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାର ୨୫ ଦିନ ମଧ୍ୟରେ ଆଜି ସେ ତାଙ୍କ ଇସ୍ତଫା ଘୋଷଣା କରିବା ସମୟରେ କାନ୍ଦି ପକାଇଛନ୍ତି। ଦୁର୍ନୀତି ଅଭିଯୋଗ ମଧ୍ୟରେ ବିଜେପିର ପ୍ରବଳ ଚାପ ପାଇଁ ନାଗେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି।
ସୌଜନ୍ୟ ସମ୍ବାଦ




