ଦେଶ ବିଦେଶ

Ladakh: ଲଦାଖର ଅଷ୍ଟମ ଜିଲ୍ଲା ହେଲା ସାଙ୍କୁ, ଦୀର୍ଘଦିନର ପୂରଣ ହେଲା ଦାବି

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଆଉ ଏକ ନୂଆ ଜିଲ୍ଲା ଗଠନ ହୋଇଛି। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଶୁକ୍ରବାର ସାଙ୍କୁକୁ ଲଦାଖର ଅଷ୍ଟମ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଏହା ସହ ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଆଉ ଏକ ନୂଆ ଜିଲ୍ଲା ଗଠନ ହୋଇଛି। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଶୁକ୍ରବାର ସାଙ୍କୁକୁ ଲଦାଖର ଅଷ୍ଟମ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଏହା ସହ ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ନୂଆ ଜିଲ୍ଲା ଗଠନ ଫଳରେ ସ୍ଥାନୀୟ ଲୋକଙ୍କ ପାଖରେ ପ୍ରଶାସନିକ ସେବା ପହଞ୍ଚିବା ସହ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button