ଅର୍ଥନୀତିବାଣିଜ୍ୟ

Large car exports are increasing: ବଢ଼ୁଛି ବଡ଼ କାର୍‌ ରପ୍ତାନି

ଦେଶରେ ଗତ କିଛି ବର୍ଷ ହେଲା ଛୋଟ କାର୍‌ ତୁଳନାରେ ବଡ଼ କାର୍‌ ବା ସୋର୍ଟସ ୟୁଟିଲିଟି ଯାନ (ଏସ୍‌ୟୁଭି) ଓ ମଲ୍‌ଟି ୟୁଟିଲିଟି ଯାନ (ଏମ୍‌ୟୁଭି) ବିକ୍ରି ବୃଦ୍ଧି ପାଉଛି। ଘରୋଇ ବଜାରରେ ଏହିସବୁ ଯାନର ଚାହିଦା ବଢ଼ିବା ସହିତ ବିଦେଶକୁ ଏସବୁର ରପ୍ତାନିରେ ବୃଦ୍ଧି ପରିଲକ୍ଷିତ ହୋଇଛି।

ନୂଆଦିଲ୍ଲୀ: ଦେଶରେ ଗତ କିଛି ବର୍ଷ ହେଲା ଛୋଟ କାର୍‌ ତୁଳନାରେ ବଡ଼ କାର୍‌ ବା ସୋର୍ଟସ ୟୁଟିଲିଟି ଯାନ (ଏସ୍‌ୟୁଭି) ଓ ମଲ୍‌ଟି ୟୁଟିଲିଟି ଯାନ (ଏମ୍‌ୟୁଭି) ବିକ୍ରି  ବୃଦ୍ଧି ପାଉଛି। ଘରୋଇ ବଜାରରେ ଏହିସବୁ ଯାନର ଚାହିଦା ବଢ଼ିବା ସହିତ ବିଦେଶକୁ ଏସବୁର ରପ୍ତାନିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ କେବଳ କ୍ଷୁଦ୍ର କାର୍‌ ଉତ୍ପାଦନକାରୀ ନୁହେଁ, ବରଂ ଭାରତକୁ ବଡ଼ କାର୍‌ ପ୍ରସ୍ତୁତକାରୀ ଦେଶର ପରିଚୟ ମିଳି ପାରିଛି। ଗତ ଚାରି ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ବିଶେଷ ଅଭିବୃଦ୍ଧି ହାସଲ ହୋଇଛି। କୋଭିଡ୍‌ ପରବର୍ତ୍ତୀ ସମୟରେ ବଡ଼ କାର୍‌ ବଜାର ବୃଦ୍ଧି ପାଇଛି। ୨୦୨୨ରେ ଭାରତ ବିଭିନ୍ନ ଦେଶକୁ ୨.୦୧ ଲକ୍ଷ ୟୁଟିଲିଟି ଯାନ ରପ୍ତାନି କରିଥିବାବେଳେ ଏବେ ତାହା ୨.୮୮ ଲକ୍ଷରେ ପହଞ୍ଚି ସାରିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button