ଦେଶ ବିଦେଶ
LPG: ଆମେରିକାରୁ ଆସୁଛି ୬୭ ପ୍ରତିଶତ ଏଲ୍ପିଜି
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତରେ ବଡ଼ଧରଣର ଏଲ୍ପିଜି ସଙ୍କଟ ଉପୁଜିଥିଲା। ଏହି ସମସ୍ୟାକୁ ଟାଳିବା ପାଇଁ ସରକାର ଏଲ୍ପିଜି ଆମଦାନି ରଣନୀତିକୁ ବଦଳାଇ ଦେଇଛନ୍ତି। ସାଧାରଣତଃ ମଧ୍ୟପ୍ରାଚ୍ୟରୁ ସର୍ବାଧିକ ଏଲ୍ପିଜି କ୍ରୟ କରୁଥିବା ଭାରତ...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତରେ ବଡ଼ଧରଣର ଏଲ୍ପିଜି ସଙ୍କଟ ଉପୁଜିଥିଲା। ଏହି ସମସ୍ୟାକୁ ଟାଳିବା ପାଇଁ ସରକାର ଏଲ୍ପିଜି ଆମଦାନି ରଣନୀତିକୁ ବଦଳାଇ ଦେଇଛନ୍ତି। ସାଧାରଣତଃ ମଧ୍ୟପ୍ରାଚ୍ୟରୁ ସର୍ବାଧିକ ଏଲ୍ପିଜି କ୍ରୟ କରୁଥିବା ଭାରତ ଏବେ ଯୁକ୍ତରାଷ୍ଟ୍ର ଆମେରିକାରୁ ସବୁଠୁ ଅଧିକ ବା ୬୭ ପ୍ରତିଶତ ଏଲ୍ପିଜି ଆମଦାନି କରୁଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




