ଦେଶ ବିଦେଶ

Meloni: ମେଲୋନିଙ୍କୁ ଭେଟିଲେ ଚନ୍ଦ୍ରଶେଖରନ୍‌

ଇଟାଲୀର ବାଣିଜ୍ୟିକ ଯାନ ନିର୍ମାତା ଇଭୋକୋକୁ ଟାଟା ମୋଟର୍ସ ଅଧିଗ୍ରହଣ କରିବା ପରେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି।

ନୂଆଦିଲ୍ଲୀ: ଇଟାଲୀର ବାଣିଜ୍ୟିକ ଯାନ ନିର୍ମାତା ଇଭୋକୋକୁ ଟାଟା ମୋଟର୍ସ ଅଧିଗ୍ରହଣ କରିବା ପରେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ରୋମସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମେଲୋନିଙ୍କୁ ଚନ୍ଦ୍ରଶେଖରନ୍‌ ଭେଟିବା ସମୟରେ ଇଭୋକୋ ଅଧିଗ୍ରହଣ ସମ୍ପର୍କିତ ଆଲୋଚନା ପ୍ରମୁଖ ପ୍ରସଙ୍ଗ ରହିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button