ଅପରାଧଓଡିଶା

Minor girl kidnapped: ନାବାଳିକାଙ୍କୁ ଅପହରଣ: ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ିଲେ, ରାତି ସାରା ବଞ୍ଚିବା ପାଇଁ ଲଢ଼େଇ

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ଅପହରଣ କରିନେଇ ଜଙ୍ଗଲରେ ହାତଗୋଡ଼ ବାନ୍ଧି ଛାଡ଼ିବା ଓ ନାବାଳିକା ଜଣକ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତୁମୁଡ଼ିବନ୍ଧ: କନ୍ଧମାଳଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ଅପହରଣ କରିନେଇ ଜଙ୍ଗଲରେ ହାତଗୋଡ଼ ବାନ୍ଧି ଛାଡ଼ିବା ଓ ନାବାଳିକା ଜଣକ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ପରିବାରବର୍ଗ ବେଲଘର ଥାନାରେ ଏତଲା ଦେବା ପରେ କେସ୍‌ ନମ୍ବର ୧୦ରେ ରୁଜୁ ହୋଇଛି। ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

Show More

Leave a Reply

Your email address will not be published. Required fields are marked *

Back to top button