ଅପରାଧଓଡିଶାଜିଲ୍ଲା
Murder Accused Arrested ଦେବଗଡ଼ ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡର ଅଭିଯୁକ୍ତ ଗିରଫ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ନିଜ ଗ୍ରାମରେ ଥିବା ପାଣି ପ୍ରକଳ୍ପ ଟାଙ୍କି ଉପରେ ୭୦ ଫୁଟ ଉପରେ ଥିବା ଗ୍ରାମବାସୀ ଦେଖିଥିଲେ।

ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫ ହୋଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମର ବହୁଚର୍ଚ୍ଚିତ ଟ୍ରିପଲ୍ ମର୍ଡରର ଅଭିଯୁକ୍ତ ରମେଶ ଗରିଆ (୫୨) ଆଜି ଗିରଫହୋଇଛି।
ଖବର ପାଇ ଘଟଣା ସ୍ଥଳକୁ ପୁଲିସ ଓ ଦମକଳବାହିନୀ ପହଞ୍ଚିଥିଲେ। ପାଣି ପ୍ରକଳ୍ପ ଉପରକୁ ଯାଇ ଦମକଳ ବାହିନୀ ଉଦ୍ଧାର କରିଛି। ଏହା ପରେ ପୁଲିସ ଗିରଫ କରିଛି। ଗତ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ରମେଶ ହାତୁଡ଼ି ସାହାଯ୍ୟରେ ସ୍ତ୍ରୀ ଗୁଲଗରିଆ (୪୨), ବୋହୂ ଲିପି ମହାକୁଳ (୨୪) ଓ ନାତୁଣୀ ଇଶାନୀ ଗରିଆ (୪) ଙ୍କୁ ପିଟିପିଟି ହତ୍ୟା କରି ଫେରାର ଥିଲା। ଆଜି ସକାଳୁ ଗିରଫ ହୋଇଛି।
ସୌଜନ୍ୟ ସମ୍ବାଦ




