ଦେଶ ବିଦେଶ
NASA: ଆଇଏସ୍ଏସ୍ରୁ ଚାରିଜଣ ମହାକାଶଚାରୀ ନିରାପଦରେ ଫେରିଲେ
ନାସାର ଚାରିଜଣ ମହାକାଶଚାରୀ ଦକ୍ଷିଣ କାଲିଫର୍ଣ୍ଣିଆର ପ୍ରଶାନ୍ତ ମହାସାଗରରେ ନିରାପଦରେ ଅବତରଣ କରିଛନ୍ତି। ଜଣେ ମହାକାଶଚାରୀଙ୍କ ଡାକ୍ତରୀ ଜରୁରୀ ଆବଶ୍ୟକତା ପଡ଼ିବାରୁ ତାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବାକୁ ପଡ଼ିଲା

ୱାସିଂଟନ: ନାସାର ଚାରିଜଣ ମହାକାଶଚାରୀ ଦକ୍ଷିଣ କାଲିଫର୍ଣ୍ଣିଆର ପ୍ରଶାନ୍ତ ମହାସାଗରରେ ନିରାପଦରେ ଅବତରଣ କରିଛନ୍ତି। ଜଣେ ମହାକାଶଚାରୀଙ୍କ ଡାକ୍ତରୀ ଜରୁରୀ ଆବଶ୍ୟକତା ପଡ଼ିବାରୁ ତାଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଫେରିବାକୁ ପଡ଼ିଲା ଏବଂ ତାଙ୍କ ସହ ଅନ୍ୟ ତିନିଜଣ ଫେରିଥିଲେ।
ସୌଜନ୍ୟ Prameya News7




