ଦେଶ ବିଦେଶ

NEET PG: ପ୍ରଭାବିତ ୨,୪୪୫ ପ୍ରାର୍ଥୀଙ୍କ ପାଇଁ ୫ ସେପ୍ଟେମ୍ବର ୨୦୨୬ରେ ପରୀକ୍ଷା

ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ ଦ୍ୱାରା ଆଜି ସାରା ଦେଶରେ ନିଟ୍-ପିଜି ୨୦୨୬ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ନିରପେକ୍ଷ, ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବ୍ୟାପକ...

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ (ଏନବିଇଏମଏସ୍) ଦ୍ୱାରା ଆଜି ସାରା ଦେଶରେ ନିଟ୍-ପିଜି ୨୦୨୬ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ନିରପେକ୍ଷ, ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବ୍ୟାପକ ସ୍ଵତନ୍ତ୍ର ପରିଚାଳନା, ବୈଷୟିକ ଜ୍ଞାନକୌଶଳ, କଡ଼ା ସୁରକ୍ଷା ଏବଂ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯାଇଥିଲା। ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କଭର କରି ୩୩୯ଟି ସହର ୧,୧୧୧ ପରୀକ୍ଷା କେନ୍ଦ୍ରରେ ୨,୭୩,୦୯୬ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସ୍ଥିର କରାଯାଇଥିଲା। ମୋଟ ୨,୬୫,୯୮୦ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ, ପ୍ରାୟ ୨,୬୩,୫୩୫ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସଫଳତାର ସହ ସମାପ୍ତ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button