ଦେଶ ବିଦେଶ
Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍ଲାଇନ ନମ୍ବର ଜାରି
ପଡୋଶୀ ନେପାଳରେ ଆଜି ଦେଖାଯାଇଥିବା ବିପର୍ଯ୍ୟୟ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ବୁଧବାର ଦିନ ଭୟଙ୍କର ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ମିଳିଥିବା ସୂଚନା ଅନୁସାରେ...

ଭୁବନେଶ୍ବର: ପଡୋଶୀ ନେପାଳରେ ଆଜି ଦେଖାଯାଇଥିବା ବିପର୍ଯ୍ୟୟ ପାଇଁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ବୁଧବାର ଦିନ ଭୟଙ୍କର ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି। ଏଥିପାଇଁ ବିପଦରେ ଏବଂ ସହାୟତା ଆବଶ୍ୟକ କରୁଥିବା ଓଡ଼ିଶାର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶା ନିବାସ ପକ୍ଷରୁ ଏକ ୨୪x୭ (୨୪ ଘଣ୍ଟିଆ) କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।
ସୌଜନ୍ୟ ସମ୍ବାଦ




