Odisha Police SI Exam 2024 ଅକ୍ଟୋବର ୧୫ରୁ ୨୯ ସିପିଏସ୍ଇ-ଏସ୍ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟର ଅନ୍-ଲାଇନ ଅପ୍ଡେସନ୍
CPSE-2024 ଅଧୀନ ଓଡ଼ିଶା ପୁଲିସ SI ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଅକ୍ଟୋବର ୧୫ ସକାଳ ୧୦ଟାରୁ ୨୯ ତାରିଖ ରାତି ୧୦ଟା ଯାଏଁ ଅନ୍ଲାଇନ୍ରେ ତଥ୍ୟ ଅପ୍ଡେଟ୍ ଓ ଯାଞ୍ଚ କରିପାରିବେ।

ଭୁବନେଶ୍ବର: ମିଳିତ ପୁଲିସ ସେବା ପରୀକ୍ଷା ଅଧୀନ ଏସ୍ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟ ଅପ୍ଡେଟ୍ କରିବାକୁ ରାଜ୍ୟ ସରକାର ସମୟ ଧାର୍ଯ୍ୟ କରିଛନ୍ତି। ଆଜି ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଦତ୍ତ ସୂଚନାରେ, ମିଳିତ ପୁଲିସ ସେବା ପରୀକ୍ଷା – ୨୦୨୪ (CPSE-2024) ଉପ-ନିରୀକ୍ଷକସ୍ତରୀୟ (ଏସ୍ଆଇ ଲେଭେଲ୍) ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କୁ (ବୟସ ସୀମା କୋହଳ ବ୍ୟବସ୍ଥା ଅଧୀନରେ ୱେବସାଇଟ୍ ଯୋଗ୍ୟ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କ ସମେତ) http://ousssc.odisha.gov.in ରେ ପୁନଃ ଲଗ୍ ଇନ୍ କରି ଅକ୍ଟୋବର ୧୫ ତାରିଖ ପୂର୍ବାହ୍ଣ ୧୦ଟା ଠାରୁ ୨୯ ଅକ୍ଟୋବର ୨୦୨୬ ରାତି ୧୦ଟା ମଧ୍ୟରେ ନିଜର ତଥ୍ୟ ଅପ୍ଡେଟ୍ ଓ ଭ୍ୟାଲିଡେସନ୍ କରିପାରିବେ।

ସୌଜନ୍ୟ ସମ୍ବାଦ