ଅପରାଧଜିଲ୍ଲାରାଜ୍ୟ

Encounter In Jharsuguda: ଝାରସୁଗୁଡ଼ାରେ ଏନକାଉଣ୍ଟର, ଦୁଇ କୁଖ୍ୟାତ ଅପରାଧୀ ଆହତ

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ବେଲପାହାଡ ଥାନା କରଲାଖମନ ନିକଟରେ ପୁଲିସ ସହ ଦୁଇ କୁଖ୍ୟାତ ଅପରାଧୀଙ୍କ ମଧ୍ଯରେ ଏନକାଉଣ୍ଟର ହେଇଛି। ଏଥିରେ ବାବୁ ବନଛୋର ଏବଂ ଚାନ୍ଦ ବନଛୋର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଗତକାଲି ବେଲପାହାଡରେ ରାହୁଲ ମାହାତୋଙ୍କୁ ହୋଇଥିବା ହତ୍ୟାରେ ଏହି ଦୁଇ ଯୁବକ ମୁଖ୍ଯ ଅଭିଯୁକ୍ତ ଅଛନ୍ତି। ଉଭୟେ ବୁର୍ଲା ଥାନା ୱାନ୍ ଆର୍ କଲୋନିର।

ସୌଜନ୍ୟ ସମ୍ବାଦ

Show More
Back to top button