ଦେଶ ବିଦେଶ

PSLV-C62 Mission Launch: ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉପଗ୍ରହ ‘ଅନ୍ୱେଷା’ ଉତକ୍ଷେପଣ କଲା ISRO

ଭାରତ ପୁଣି ଥରେ ଇତିହାସ ରଚିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୨୬ର ପ୍ରଥମ କକ୍ଷପଥ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି। ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତକ୍ଷେପଣ କରାଯାଇଛି।

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଇତିହାସ ରଚିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୨୬ର ପ୍ରଥମ କକ୍ଷପଥ ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି। ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତକ୍ଷେପଣ କରାଯାଇଛି। ଏହି ମିଶନ ସତୀଶ ଧୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ଉତକ୍ଷେପଣ କରାଯାଇଥିବା ଜଣାପଡ଼ିଛି। ମିଶନର ମୂଳ ଉପାଦାନ ହେଉଛି EOS-N1 ଅନ୍ବେଶା, ଏହା ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଦ୍ୱାରା ବିକଶିତ ଏକ ହାଇପରସ୍ପେକ୍ଟ୍ରାଲ୍ ଉପଗ୍ରହ। ଅନ୍ବେଶା ଉପଗ୍ରହକୁ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button