ଦେଶ ବିଦେଶ
S Jaishankar: ୟୁଏନ୍ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର
ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘର ୮୧ତମ ସାଧାରଣ ଅଧିବେଶନ (ୟୁଏନ୍ଜିଏ)ରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ସେପ୍ଟେମ୍ବର ୨୬ ତାରିଖରେ ଜୟଶଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନକୁ ସମ୍ବୋଧିତ...

ନୂଆଦିଲ୍ଲୀ: ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘର ୮୧ତମ ସାଧାରଣ ଅଧିବେଶନ (ୟୁଏନ୍ଜିଏ)ରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ସେପ୍ଟେମ୍ବର ୨୬ ତାରିଖରେ ଜୟଶଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ବୋଲି ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ନିଜର ଆମେରିକା ଗସ୍ତ କାଳରେ ଜୟଶଙ୍କର ବିଭିନ୍ନ ବହୁପାକ୍ଷିକ ଏବଂ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।
ସୌଜନ୍ୟ ସମ୍ବାଦ




