ମନୋରଞ୍ଜନ

Saif Ali Khan: ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ସୈଫ୍‌ ଅଲ୍ଲୀ ଖାନ୍‌

ବଲିଉଡ୍‌ ଅଭିନେତାସୈଫ୍‌ ଅଲ୍ଲୀ ଖାନ୍‌ଆନୁଷ୍ଠାନିକ ଭାବେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏହା ସହ ସୋସିଆଲ୍‌ ମିଡିଆଠାରୁ ଦୀର୍ଘ ବର୍ଷ ଧରି ଦୂରେଇ ରହିବାର ଅଭ୍ୟାସରେ ଏବେ ପରିବର୍ତ୍ତନ ଆସିଛି। ଆକାଉଣ୍ଟ ଖୋଲିବା ପରେ ଅଭିନେତା ନିଜର ପ୍ରଥମ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।

ମୁମ୍ବାଇ: ବଲିଉଡ୍‌ ଅଭିନେତାସୈଫ୍‌ ଅଲ୍ଲୀ ଖାନ୍‌ଆନୁଷ୍ଠାନିକ ଭାବେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏହା ସହ ସୋସିଆଲ୍‌ ମିଡିଆଠାରୁ ଦୀର୍ଘ ବର୍ଷ ଧରି ଦୂରେଇ ରହିବାର ଅଭ୍ୟାସରେ ଏବେ ପରିବର୍ତ୍ତନ ଆସିଛି। ଆକାଉଣ୍ଟ ଖୋଲିବା ପରେ ଅଭିନେତା ନିଜର ପ୍ରଥମ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ପଟୌଦୀ ଲାଇବ୍ରେରିର ଝଲକ ଦେଖାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button