ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ। ରାଉରକେଲା ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।

ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ। ରାଉରକେଲା ରଘୁନାଥପାଲି ଥାନା ସିଭିଲ୍ ଟାଉନସିପ୍ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ଭୁବନେଶ୍ୱରର ଭାଗିରଥୀ ସାହୁ। ସେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ରାଉରକେଲା ଯାଇଥିଲେ। ତେବେ କିଏ ଏବଂ କାହିଁକି ହତ୍ୟା କଲା ସେ ନେଇ ତଦନ୍ତ କରୁଛି ପୋଲିସ୍। ରଘୁନାଥ ପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ OTV
Lorem ipsum dolor sit amet, consectetur.