ଖେଳ
Suspend: ନିଲମ୍ବିତ ହେବ ଭାରତୀୟ ଅଶ୍ବଚାଳନା ମହାସଂଘ
ଭାରତୀୟ ଅଶ୍ୱଚାଳନ ମହାସଂଘ (ଇଏଫ୍ଆଇ)କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଶ୍ବଚାଳନା ମହାସଂଘ (ଏଫ୍ଇଆଇ)। ବହୁଦିନ ଧରି ଲାଗି ଜାତୀୟ ସଂଘରେ ଲାଗି ରହିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ଇଏଫ୍ଆଇକୁ...

ନୂଆଦିଲ୍ଲୀ: ଭାରତୀୟ ଅଶ୍ୱଚାଳନ ମହାସଂଘ (ଇଏଫ୍ଆଇ)କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଶ୍ବଚାଳନା ମହାସଂଘ (ଏଫ୍ଇଆଇ)। ବହୁଦିନ ଧରି ଲାଗି ଜାତୀୟ ସଂଘରେ ଲାଗି ରହିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ଇଏଫ୍ଆଇକୁ ନିଲମ୍ବନ କରିବାକୁ ବିଶ୍ବ ସଂଘ ନିଷ୍ପତ୍ତି ନେଇଛି।
ସୌଜନ୍ୟ ସମ୍ବାଦ




