Odisha
-
ଓଡିଶା
V-Guard Induction: ଭି-ଗାର୍ଡ ଇଣ୍ଡକ୍ସନ କୁକ୍ଟପ୍କୁ ୫ ତାରକା ମାନ୍ୟତା…
ଭୁବନେଶ୍ବର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଇଣ୍ଡକ୍ସନ କୁକ୍ଟପ୍ ମଡେଲ୍ ଭିଆଇସିଓ୬ଭି୧କୁ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ପକ୍ଷରୁ ଭାରତର ପ୍ରଥମ…
Read More » -
ଓଡିଶା
Hasta is stuck in Dubai: ଦୁବାଇରେ ଫସିଛନ୍ତି ହସ୍ତା: ଉଦ୍ଧାର ପାଇଁ ଭିଡିଓରେ ନିବେଦନ କଲେ, ଟଙ୍କା ପାଇଁ ବିକ୍ରି କରିଦେଇଥିଲା ସ୍ବାମୀ
ଟିଟିଲାଗଡ଼: ମା’ଙ୍କୁ ଝୁରୁଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇମାସ ନୁହେଁ, ଦୀର୍ଘ ଦଶବର୍ଷ ହେଲା ମା’ର ମୁହଁ ଦେଖିନାହାନ୍ତି ଝିଅମାନେ। କାରଣ, ମା’ ଦୁବାଇରେ ବିକ୍ରି…
Read More » -
ଜାତୀୟ
Good news for govt employees : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ NOC ଆବେଦନ କରିବାକୁ ପଡ଼ିବନି। ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି…
Read More » -
ଓଡିଶା
Rajiv Bhavan will be demolished: ଭଙ୍ଗା ହେବ ନ’ତାଲା, ରାଜୀବ ଭବନ: ନୂଆ ଲୋକସେବା ଭବନ କାମ ଖୁବ୍ ଶୀଘ୍ର
ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଲୋକସେବା ଭବନ, ନୂଆ ବିଧାନସଭା, ବିପର୍ଯ୍ୟୟ ପରିଚାଳନା ଭବନ ଏବଂ ଅନ୍ୟାନ୍ୟ ଅଫିସ୍ ପାଇଁ ତିନିଟି ୧୨ମହଲା ବିଶିଷ୍ଟ କୋଠା (୩ବି+ଜି+୧୧) ଏବଂ…
Read More » -
ଓଡିଶା
Tobacco ban: ରାଜ୍ୟରେ ଗୁଟ୍ଖା ନିଷିଦ୍ଧକୁ ୧୩ ବର୍ଷ ପୂରିଲା: କେବଳ ଧର୍ମକୁ ଆଖିଠାର, ନିକୋଟିନ୍ଯୁକ୍ତ ପାନ ମସଲାର ବିକ୍ରି ବନ୍ଦ ପାଇଁ ପ୍ରସ୍ତାବ
ଭୁବନେଶ୍ବର: ୨୦୧୩ ମସିହା ଜାନୁଆରି ପହିଲାରେ ରାଜ୍ୟ ସରକାର ଗୁଟ୍ଖା ଉତ୍ପାଦନ, ବିକ୍ରି ଓ ବିତରଣ ସମେତ ନିକୋଟିନଯୁକ୍ତ ପାନ ମସଲାକୁ ନିଷିଦ୍ଧ ଘୋଷଣା କରିଥିଲେ। ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ…
Read More » -
ଓଡିଶା
Banakalagi Niti Today ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ: ଆଜି ମାଘ କୃଷ୍ଣ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ…
Read More » -
ଓଡିଶା
OPD : ୨ ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ, କାଜୁଆଲ୍ଟିରେ ଲମ୍ବା ଧାଡ଼ି
ଭୁବନେଶ୍ବର: ପ୍ରଥମେ ଘଣ୍ଟାଏ ଓ ଆଜିଠାରୁ ସିଧା ଦୁଇ ଘଣ୍ଟା ଓପିଡି ବନ୍ଦ କରିଛନ୍ତି ଡାକ୍ତର। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସରକାରୀ ଡାକ୍ତରଖାନାରେ ଓପିଡି ବନ୍ଦ…
Read More » -
ଓଡିଶା
Alcohol in village: ମଦ ପାଇଁ ପୁରୁଷଶୂନ୍ୟ ହୋଇଗଲାଣି ଗାଁ: ୫୦ ପ୍ରତିଶତ ମହିଳା ଭୋଗୁଛନ୍ତି ବୈଧବ୍ୟ ଯନ୍ତ୍ରଣା, ଚାଲିଛି ୮ରୁ ଅଧିକ ଚୋରା ମଦଭାଟି
ଅଭୟ ପତ୍ରୀ ସୋର: ମଦ ପାଇଁ ଗୋଟିଏ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଛି। ଗାଁର ଅଧାରୁ ଅଧିକ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏମିତିକି କିଛି ମହିଳା…
Read More » -
ଜଳବାୟୁ
Fog expected for 5 days: ଘନକୁହୁଡ଼ିରେ ଅସ୍ତବ୍ୟସ୍ତ ଜନଜୀବନ: ୫ ଯାଏଁ କୁହୁଡ଼ି ଆଶଙ୍କା
ଭୁବନେଶ୍ବର: ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ନୟାଗଡ଼, ଅନୁଗୁଳ, ସମ୍ବଲପୁର, ତାଳଚେର, ଢେଙ୍କାନାଳ ଓ ବୌଦ୍ଧରେ ଅତି ଘନକୁହୁଡ଼ି ଯୋଗୁଁ ମଧ୍ୟାହ୍ନ ୧୨ଟା…
Read More » -
ଓଡିଶା
Intra-state: ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ, ବାସନ୍ତୀ କଲୋନିରୁ କିଙ୍ଗପିନ୍ ରତନ ସ’ ଗିରଫ
ରାଉରକେଲା: ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ କରିଛି…
Read More »