ଖେଳ

Tri-Series Trophy: ଜିମ୍ବାୱେକୁ ହରାଇ ଦକ୍ଷିଣ ଆଫ୍ରିକା ଜିତିଲା ‌ତ୍ରିରାଷ୍ଟ୍ରୀୟ ଟ୍ରଫି

ଜୋର୍ଡାନ ହର୍ମାନଙ୍କ ଧୂଆଁଧାର ୫୩ ରନ୍ ବଳରେ ଫାଇନାଲରେ ଜିମ୍ବାୱେକୁ ୪୮ ରନ୍‌ରେ ହରାଇ ତ୍ରିରାଷ୍ଟ୍ରୀୟ ଟ୍ରଫି ଜିତିଛି ଦକ୍ଷିଣ ଆଫ୍ରିକା। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୫ ୱିକେଟ୍‌ରେ ୨୦୫ ରନ୍ କରିଥିଲା।

ଓ୍ବିଣ୍ଡୋକ: ଜୋର୍ଡାନ ହର୍ମାନଙ୍କ ଧୂଆଁଧାର ୫୩ ରନ୍ ବଳରେ ଫାଇନାଲରେ ଜିମ୍ବାୱେକୁ ୪୮ ରନ୍‌ରେ ହରାଇ ତ୍ରିରାଷ୍ଟ୍ରୀୟ ଟ୍ରଫି ଜିତିଛି ଦକ୍ଷିଣ ଆଫ୍ରିକା। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୫ ୱିକେଟ୍‌ରେ ୨୦୫ ରନ୍ କରିଥିଲା। ଜୋର୍ଡାନ୍ ହର୍ମାନ୍ ୨୯ ବଲ୍‌ରୁ ୫୩ ରନ୍ କରିଥିଲେ। ସେହିପରି କନର ଇଷ୍ଟରହୁଇଜେନ ଓ ଦେଓ୍ବାଲ୍‌ଡ ବ୍ରେଭିସ୍‌ ୩୨ ରନ୍‌ ଲେଖାଏଁ କରିଥିଲେ। ଜିମ୍ବାଓ୍ବେ ପକ୍ଷରୁ ବ୍ରାଡ୍‌ ଇଭାନ୍ସ ଓ ନ୍ୟୁମ୍ୟାନ ନ୍ୟାମୁରି ୨ ଲେଖାଏଁ ଓ୍ବିକେଟ୍‌ ନେଇଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button