ଦେଶ ବିଦେଶମନୋରଞ୍ଜନ

Trisha Krishnan : ଟିଭିକେରେ ସାମିଲ ହେବେ ତ୍ରିଶା କୃଷ୍ଣନ୍ ! ବିଜୟଙ୍କ ପାର୍ଟି ଟିକେଟରେ ଲଢ଼ିବେ ତିରୁଚିରାପାଲିର ଉପନିର୍ବାଚନ

ନୂଆଦିଲ୍ଲୀ ୦୭।୦୫; ଟିଭିକେରେ ସାମିଲ ହୋଇପାରନ୍ତି ତ୍ରିଶା ଚେନ୍ନାଇ,୬୫(ଏଜେନ୍ସି): ରାଜନୀତିରେ ପ୍ରବେଶ କରି ଥଲାପତି ବିଜୟ ବିପୁଳ ସଫଳତା ପାଇଛନ୍ତି। ଖୁବଶୀ ଶୀଘ୍ର ସେ ତାମିଲନାଡୁରେନୂଆ ସରକାର ଗଢ଼ିବେ । ଏବେ ତାଙ୍କ ବାନ୍ଧବୀ ତଥା ଳେ ଲୋକପ୍ରିୟ ଅଭିନେତ୍ରୀ । ତ୍ରିଶା କ୍ରିଷ୍ଣନ ମଧ୍ୟ ରାଜନୀତିରେ ପାଦ ଥାପିବା ନେଇ ସୂତ୍ରରୁ ଜଣାପଡ଼ିଛି। ସେ ବିଜୟଙ୍କ ଦଳ ତାମିଲଗା ଭେଟି କାଝଗମ୍ (ଟିଭିକେ)ରେ ସାମିଲ ସାମିଲ ହୋଇପାରନ୍ତି। ହେ ଏହା ଚାହୁଁଛନ୍ତି। ତ୍ରିଶା ଟିଭିକେର ପ୍ରମୁଖ ନେତାମାନେ ମଧ୍ୟ ରାଜ୍ୟର ତିରୁଚିରାପଲ୍ଲୀ ପୂର୍ବ ଆସନରୁ ଉପନିର୍ବାଚନ ଚନ ଲଢ଼ନ୍ତୁ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି। ଅଭିନେତ୍ରୀ ଜଣକ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱୀକାର କରିପାରନ୍ତି ବୋଲି ଆଶା କରାଯାଉଛି ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ବିଜୟ ଦୁଇଟି ଆସନରୁ ଜିତିଛନ୍ତି ।

ତାହା ହେଉଛି ପେରାମ୍ବୁର ଓ ତିରୁଚିରାପଲ୍ଲୀ ପୂର୍ବ। ବିଜୟ ରାଜଧାନୀ ଚେନ୍ନାଇରେ ରେ ଥିବା ପେରମ୍ବୁର ଆସନକୁ ରଖିବେ। ନିୟମ ଅନୁସାରେ,ତାଙ୍କୁ ୧୪ ଦିନ ମଧ୍ୟରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ । ଏହାପରେ ଉକ୍ତ ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରାଯିବ। ରିପୋର୍ଟ ମୁତାବକ,ବିଜୟ ଏବଂ ଟିଭିକେର ନେତାମାନେ ତ୍ରିଶାଙ୍କୁ ତିରୁଚିରାପଲ୍ଲୀ ପୂର୍ବ ଆସନରୁ ଲଢ଼ିବାକୁ କରାଇବାକୁ ଉ ରାଜି କର ଉଦ୍ୟମ ଚଳାଇଛନ୍ତି।

 

 

ସୌଜନ୍ୟ Prameya News7

Show More
Back to top button