Breaking
Gold & Silver Price Hike: ବେଲଗାମ୍ ସୁନା ରୁପା ଦର… ଶୁଣିଲେ ଲାଗୁଛି ଡର: ଜାଣନ୍ତୁ ୧୯ ଦିନରେ କେତେ ବଢିଲା ରେଟ୍ ?
ସୁନା ରୁପା ଦର ଲଗାମହୀନ ଭାବେ ବଢ଼ିଚାଲିଛି । ଦିନକୁ ଦିନ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ୍ ନୂଆ ରେକର୍ଡ କରୁଛି। ଏହି କ୍ରମରେ ସୋମବାର ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୧୯୧୦ ଟଙ୍କା ବୃଦ୍ଧି ପାଇଛି...

ଭୁବନେଶ୍ବର: ସୁନା ରୁପା ଦର ଲଗାମହୀନ ଭାବେ ବଢ଼ିଚାଲିଛି । ଦିନକୁ ଦିନ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ୍ ନୂଆ ରେକର୍ଡ କରୁଛି। ଏହି କ୍ରମରେ ସୋମବାର ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୧୯୧୦ ଟଙ୍କା ବୃଦ୍ଧି ପାଇ ନୂଆ ରେକର୍ଡ ୧,୪୫,୬୯୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ୧୭୫୦ ଟଙ୍କା ବୃଦ୍ଧି ଘଟି ୧,୩୩,୫୫୦ ଟଙ୍କା ଛୁଇଁଛି ।




