ଦେଶ ବିଦେଶ
US Grand Prix: ୟୁଏସ୍ ଗ୍ରାଁ ପ୍ରି ଜିତିଲେ ଆଣ୍ଟୋନେଲ: ସର୍ବକନିଷ୍ଠ ଫର୍ମୁଲା ୱାନ୍ ବିଜେତା ହେବାର ନିକଟତର
ମର୍ସିଡିଜ୍ ଚାଳକ କିମି ଆଣ୍ଟୋନେଲ ୟୁଏସ୍ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍ ବିଜେତା ହେବାର ନିକଟତର ହୋଇଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ମେକ୍ସିକୋ ଗ୍ରାଁ ପ୍ରିରେ ସେ ଏହି ମୁକୁଟ ନିଶ୍ଚିତ କରିନେବେ।

ଟେକ୍ସାସ୍: ମର୍ସିଡିଜ୍ ଚାଳକ କିମି ଆଣ୍ଟୋନେଲ ୟୁଏସ୍ ଗ୍ରାଁ ପ୍ରିରେ ବିଜେତା ହୋଇଛନ୍ତି। ଏଥସହ ସେ ସର୍ବକନିଷ୍ଠ ଚାଳକ ଭାବେ ଫର୍ମୁଲା ୱାନ୍ ବିଜେତା ହେବାର ନିକଟତର ହୋଇଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ମେକ୍ସିକୋ ଗ୍ରାଁ ପ୍ରିରେ ସେ ଏହି ମୁକୁଟ ନିଶ୍ଚିତ କରିନେବେ। ସଂପ୍ରତି ସେ ଚାଳକ ଦୌଡ଼ରେ ୩୬୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ମର୍ସିଡିଜ୍ ସାଥୀ ଜର୍ଜ ରସେଲ (୨୪୨) ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ସୌଜନ୍ୟ ସମ୍ବାଦ




