ଖେଳ

west Indies beat England: ଇଂଲଣ୍ଡକୁ ହରାଇଲା ଇଣ୍ଡିଜ୍‌

ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇ ସଫଳ ଦଳ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ବୁଧବାରର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବାଜି ମାରି ନେଇଥିଲା। ୩୦ ରନ୍‌ରେ ବିଜୟୀ ହୋଇ ଇଂଲଣ୍ଡକୁ ନିରାଶ କରିଥିଲା।

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇ ସଫଳ ଦଳ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ବୁଧବାରର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବାଜି ମାରି ନେଇଥିଲା। ୩୦ ରନ୍‌ରେ ବିଜୟୀ ହୋଇ ଇଂଲଣ୍ଡକୁ ନିରାଶ କରିଥିଲା। ଏହି ରୋମାଞ୍ଚଭରା ଗ୍ରୁପ୍-ସି’ ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୯୬ ରନ୍‌ର ଆହ୍ବାନଭରା ସ୍କୋର୍‌ କରିଥିଲା। ପ୍ରଥମ ଦୁଇ ଓଭରରେ ଦୁଇ ଓପନର୍‌ ବ୍ରାଣ୍ଡନ୍‌ କିଙ୍ଗ୍ ଓ ସାଇ ହୋପ୍‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିବା ଇଣ୍ଡିଜ୍‌କୁ ଆଶା ଦେଇଥିଲେ ସିମରନ୍‌ ହେଟମାୟାର ଓ ରସ୍ତନ ଚେଜ୍।

Show More

Leave a Reply

Your email address will not be published. Required fields are marked *

Back to top button