ଦେଶ ବିଦେଶ

Westbengal: ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ବନ୍ଦ: ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ବାଜିବନି

ଚଳିତ ବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ନିଷିଦ୍ଧ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମହାଷ୍ଟମୀ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ହେବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ଗା ପୂଜା ଦିନ ଶ୍ରଦ୍ଧାଳୁମାନେ ମା‌’ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଦେଉଥିବାବେଳେ ସମସ୍ତ ମଦ ଦୋକାନ ଏବଂ ବାର୍‌ ବନ୍ଦ ରହିବା ଉଚିତ

କୋଲକାତା: ଚଳିତ ବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗରେ ମହାଷ୍ଟମୀ ଦିନ ମଦ ନିଷିଦ୍ଧ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମହାଷ୍ଟମୀ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ହେବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ଗା ପୂଜା ଦିନ ଶ୍ରଦ୍ଧାଳୁମାନେ ମା‌’ ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଦେଉଥିବାବେଳେ ସମସ୍ତ ମଦ ଦୋକାନ ଏବଂ ବାର୍‌ ବନ୍ଦ ରହିବା ଉଚିତ। ଅଷ୍ଟମୀ ଦିନ ମଦ ବିକ୍ରି ହେବନାହିଁ। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରେ ନୂଆ ସରକାର ଆଗାମୀ ଦୁର୍ଗା ପୂଜା ଉତ୍ସବ ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିବାବେଳେ ଆଜି ପୁଣି ମହାଷ୍ଟମୀରେ ମଦ ବନ୍ଦ ହେବ ବୋଲି ଘୋଷଣା କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button