ଦେଶ ବିଦେଶ

ଆମେରିକାରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରେଳଯାତ୍ରା

ନ୍ୟୁୟର୍କ: ଆମେରିକା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ୱାଶିଂଟନ ଡିସିରୁ ନ୍ୟୁୟର୍କ ପର୍ଯ୍ୟନ୍ତ ରେଳଯାତ୍ରା କରିଛନ୍ତି। ୧୧ତମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍ (ଭିଜିଜିଏସ୍‌) ଉପଲକ୍ଷେ ପଟେଲ ଆମେରିକା ଯାଇଛନ୍ତି। ବୁଧବାର ସନ୍ଧ୍ୟା ୬ଟା ୧୩ ମିନିଟ୍‌ରେ ସେ ୱାଶିଂଟନ ଡିସିରେ ଟ୍ରେନ ଧରିଥିଲେ ଓ ୯ଟା ୧୦ ମିନିଟ୍‌ରେ ନ୍ୟୁୟର୍କରେ ପହଞ୍ଚିଥିଲେ। ପଟେଲ ଅଗଷ୍ଟ ୧୬ରୁ ୨୬ ପର୍ଯ୍ୟନ୍ତ ଆମେରିକା ଓ କାନାଡା ଗସ୍ତ କରି ଭିଜିଜିଏସ୍‌ ପୁଞ୍ଜିନିବେଶ ଲାଗି ନିବେଶକଙ୍କୁ ଆକୃଷ୍ଟ କରିବେ। ଆସନ୍ତ ଜାନୁଆରୀରେ ଭିଜିଜିଏସ୍‌ ଅନୁଷ୍ଠିତ ହେବ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button