Site icon Swayam News

ଟ୍ରେଣ୍ଡସ୍‌ର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’:ମିଳିବ ଜବରଦସ୍ତ ଅଫର୍‌

ଭୁବନେଶ୍ୱର,୨୮।୧୧:ରିଲାଏନ୍ସ ଟ୍ରେଣ୍ଡସ୍‌ର ବହୁ ପ୍ରତୀକ୍ଷିତ ତଥା ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ ଅଫର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ନଭେମ୍ବର ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରିଲାଏନ୍ସ ଟ୍ରେଣ୍ଡସ୍‌ରେ ଉପଲବ୍ଧ। ଏହା ଜରିଆରେ ଗ୍ରାହକ ୩୯୯୯ ଟଙ୍କାରେ କିଣାକିଣି କଲେ ଆକର୍ଷଣୀୟ ୨୦୦୦ ଟଙ୍କାର ରିହାତି ଅଫର ବା ୨୦୦୦ ଟଙ୍କା ମାଗାଣା ପାଇପାରିବେ। ଏପରିକି ବ୍ରାଣ୍ଡ୍‌ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର ୧, ୨ ସହର ଏବଂ ଏହାର ପହଞ୍ଚ ଓ ସଂଯୋଗକୁ ସୁଦୃଢ଼କରି ଟ୍ରେଣ୍ଡସ୍‌ ପ୍ରକୃତରେ ଫ୍ୟାଶନକୁ ଗଣତାନ୍ତ୍ରିକ କରୁଛି ଏବଂ ଏହା ଭାରତର ପ୍ରିୟ ଫ୍ୟାଶନ ଶପିଂ ଗନ୍ତବ୍ୟ ସ୍ଥଳ ପାଲଟିଛି।
ଟ୍ରେଣ୍ଡସ୍‌ ଷ୍ଟୋରରେ ଆଧୁନିକ ଲୁକ୍‌ ଏବଂ ପରିବେଶ ରହିଛି, ଯେଉଁଥିରେ ଉତ୍ତମ ଗୁଣବତ୍ତା ଏବଂ ଫ୍ୟାଶନ ସାମଗ୍ରୀର ଏକ ଆକର୍ଷଣୀୟ ପରିସର ରହିଛି। ଯାହା ଏହି ଅଞ୍ଚଳର ଉପଭୋକ୍ତାମାନଙ୍କ ପାଇ ଁପ୍ରାସଙ୍ଗିକ ଏବଂ ସୁଲଭ ମୂଲ୍ୟରେ ଏବଂ ଟଙ୍କା ପାଇଁ ଉଚ୍ଚ ମୂଲ୍ୟ ଭାବରେ ଦେଖାଯାଏ । ଏହି ସହରର ଗ୍ରାହକମାନେ ଟ୍ରେଣ୍ଡି ଓମେନ୍ସ ୱେର, ପୁରୁଷ ପୋଷାକ, କିଡ୍ସ ୱେର ଏବଂ ଫ୍ୟାଶନ ଆସେସରିଜ୍‌କୁ ଆନନ୍ଦଦାୟକ ମୂଲ୍ୟରେ କିଣିବାର ଏକ ଅନନ୍ୟ ଏବଂ ଉତ୍କୃଷ୍ଟ ଅନୁଭୂତି ପାଇପାରିବେ।
ସୌଜନ୍ୟ-ଧରିତ୍ରୀ

Exit mobile version