ରାଶିଫଳ

Horoscope Today : ମେ’୧୨ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ଧନ ଆଗମନ ହେବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟରେ ସାବଧାନ ରହିବା ଦରକାର। ଅନାବଶ୍ୟକ ଚିନ୍ତାରୁ ଦୂରରେ ରୁହନ୍ତୁ।

ବୃଷ –ମଙ୍ଗଳବାର ଆପଣଙ୍କ ମନ ଅଶାନ୍ତ ରହିପାରେ। କାମରେ ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟ ଧରିଲେ ସମାଧାନ ମିଳିବ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାର ସହିତ ସମୟ କାଟିଲେ ଶାନ୍ତି ମିଳିବ। ବନ୍ଧୁଙ୍କ ସହଯୋଗ ମିଳିପାରେ। ଯାତ୍ରା ଏଡ଼ାଇବା ଭଲ।

ମିଥୁନ– ଘାତ ଚନ୍ଦ୍ରର ପ୍ରଭାବରେ ସାବଧାନ ରହିବା ଦରକାର। କାମରେ ବିଳମ୍ବ ଓ ବାଧା ଦେଖାଯିବ। ମନୋବଳ କମିପାରେ। ଧନ ହାନିର ସମ୍ଭାବନା ରହିଛି। କାହା ସହିତ ବିବାଦ କରିବେ ନାହିଁ। ଭଗବାନଙ୍କ ନାମ ସ୍ମରଣ କରିବା ଶୁଭ ହେବ।

କର୍କଟ– ଆସନ୍ତାକାଲି ଦିନଟି ଆପଣଙ୍କ ପାଇଁ ଅଶୁଭ ପ୍ରଭାବ ଦେଖାଯିବ। କାମରେ ବାଧା ଓ ବିଘ୍ନ ହେବାର ସମ୍ଭାବନା ଅଛି। ଅନାବଶ୍ୟକ ଚିନ୍ତା ଓ ମନୋକ୍ଷୋଭ ବଢ଼ିପାରେ। ଧନ ହାନି କିମ୍ବା ଅପେକ୍ଷିତ ଖର୍ଚ୍ଚ ହେବାର ଯୋଗ ରହିଛି। ପରିବାରରେ ମତଭେଦ ଦେଖାଯିବ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହୋଇପାରେ, ସତର୍କ ରୁହନ୍ତୁ।

ସିଂହ –ଆପଣଙ୍କ ଦିନଟି ସାଧାରଣ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରୟାସ ଅଧିକ କରିବାକୁ ପଡ଼ିବ। ଧନ ଲାଭ ସୀମିତ ରହିପାରେ। ପରିବାରରେ କିଛି ଛୋଟ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ଧୈର୍ଯ୍ୟ ଧରିଲେ ସବୁ ଠିକ୍ ହେବ।

କନ୍ୟା– ଆପଣଙ୍କ ପାଇଁ ଶୁଭ ଦିନ ରହିବ। କାମରେ ସଫଳତା ଓ ପ୍ରଶଂସା ମିଳିବ। ଧନ ଲାଭ ହେବାର ସମ୍ଭାବନା ଅଛି। ବନ୍ଧୁ ଓ ପରିବାରର ସହଯୋଗ ମିଳିବ। ମନ ଖୁସି ରହିବ। ନୂତନ ଅବସର ମିଳିପାରେ।

ତୁଳା –ଆପଣଙ୍କ ଦିନଟି ମଧ୍ୟମ ରହିବ। କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରରେ ସମ୍ପର୍କ ଭଲ ରଖନ୍ତୁ। ଅନାବଶ୍ୟକ ବିବାଦ ଏଡ଼ାନ୍ତୁ। ସ୍ୱାସ୍ଥ୍ୟରେ ଅଲ୍ପ ସମସ୍ୟା ହୋଇପାରେ।

ବିଛା –ଆପଣଙ୍କ ପାଇଁ ଭଲ ଦିନ ରହିବ। କାମରେ ସଫଳତା ମିଳିପାରେ। ଧନ ଲାଭ ହେବାର ସୁଯୋଗ ଅଛି। ନୂତନ ଯୋଜନା ସଫଳ ହେବ। ପରିବାରରେ ଖୁସି ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ –ଦିନଟି ସାଧାରଣ ରହିବ। କାମରେ ବିଳମ୍ବ ହୋଇପାରେ। ଧନ ଲାଭ ଅଲ୍ପ ରହିପାରେ। ପରିବାର ସହିତ ସମୟ କାଟିବା ଭଲ। ବନ୍ଧୁଙ୍କ ସହଯୋଗ ମିଳିପାରେ। ଧୈର୍ଯ୍ୟ ଧରନ୍ତୁ।

ମକର –ଘାତ ବାରର ପ୍ରଭାବରେ ଆଜି ସାବଧାନ ରହିବା ଦରକାର। କାମରେ ବାଧା ଓ ବିଳମ୍ବ ଦେଖାଯିବ। ଧନ ହାନିର ସମ୍ଭାବନା ରହିଛି। ପରିବାରରେ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ଶାନ୍ତ ମନେ ନିଷ୍ପତ୍ତି ନିଅନ୍ତୁ।

କୁମ୍ଭ –ଆପଣଙ୍କ ଦିନଟି ଭଲ ରହିବ। କାମରେ ସଫଳତା ମିଳିପାରେ। ଧନ ଲାଭ ହେବାର ସମ୍ଭାବନା ଅଛି। ନୂତନ ଯୋଜନା ସଫଳ ହେବ। ପରିବାରରେ ଖୁସି ରହିବ। ମନ ଶାନ୍ତ ରହିବ।

ମୀନ –ମଙ୍ଗଳବାର ଆପଣଙ୍କ ପାଇଁ ମଧ୍ୟମ ଦିନ ରହିବ। କାମରେ କିଛି ବାଧା ଆସିପାରେ। ଧନ ଖର୍ଚ୍ଚ ବଢ଼ିପାରେ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସାବଧାନ ରହନ୍ତୁ। ଧୈର୍ଯ୍ୟ ଧରିଲେ ସବୁ ଭଲ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

 

 

ସୌଜନ୍ୟ Prameya News7

 

Show More
Back to top button