ଦେଶ ବିଦେଶ

hri Ram’s Path: ଶ୍ରୀରାମଙ୍କ ପଥ: ଆମର ତୀର୍ଥ: ରାମ-ଗମନପଥ ପରିଯୋଜନା

ଛତିଶଗଡ଼ର ଧମତେରୀ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ମେଚକା ଗ୍ରାମ ନିକଟସ୍ଥ ସିହବା ପାର୍ବତୀୟ କ୍ଷେତ୍ର ମଧ୍ୟରେ ରହିଛି ରାଜାଋଷି ମୁଚୁକୁନ୍ଦଙ୍କର ପୁରାତନ ଆଶ୍ରମ। ସୀତାନଦୀ ତଟଦେଶରେ ଥିବା ଏହି ଆଶ୍ରମ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ।

ମୁଚୁକୁନ୍ଦ ଆଶ୍ରମ:
ଛତିଶଗଡ଼ର ଧମତେରୀ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ମେଚକା ଗ୍ରାମ ନିକଟସ୍ଥ ସିହବା ପାର୍ବତୀୟ କ୍ଷେତ୍ର ମଧ୍ୟରେ ରହିଛି ରାଜାଋଷି ମୁଚୁକୁନ୍ଦଙ୍କର ପୁରାତନ ଆଶ୍ରମ। ସୀତାନଦୀ ତଟଦେଶରେ ଥିବା ଏହି ଆଶ୍ରମ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏଠାରେ ଶିବମନ୍ଦିର, ଦୁର୍ଗାମନ୍ଦିର, ରାଣୀଗୁମ୍ଫା ଓ ଶାନ୍ତିକୁଣ୍ଡ ରହିଛି। ତ୍ରେତୟା ଯୁଗରେ ରାମଚନ୍ଦ୍ର ଏଠାକୁ ଆସିଥିଲେ ବୋଲି କଥିତ ଅଛି।ରାମାୟଣ, ମହାଭାରତ ଓ ଭାଗବତ ଆଦି ଗ୍ରନ୍ଥରେ ମୁଚୁକୁନ୍ଦଙ୍କ ସଂପର୍କରେ ବର୍ଣ୍ଣନା ରହିଛି।

Leave a Reply

Your email address will not be published. Required fields are marked *

Back to top button