ରାଜ୍ୟ
Pregnant woman: ପ୍ରସବ ପାଇଁ ଘୂରିବୁଲିଲେ ଗର୍ଭବତୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଲେ ମୃତ ସନ୍ତାନ
ଗାଁକୁ ରାସ୍ତା ନଥିବାରୁ ୫ କିମି ଭାରରେ ବୁହାହେହେଲ। ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ପ୍ରସବ ପାଇଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଥିଲେ ଗର୍ଭବତୀ।

କାଶୀପୁର: ଗାଁକୁ ରାସ୍ତା ନଥିବାରୁ ୫ କିମି ଭାରରେ ବୁହାହେହେଲ। ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ପ୍ରସବ ପାଇଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଥିଲେ ଗର୍ଭବତୀ। ଶେଷରେ ରାୟଗଡ଼ାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ସନ୍ତାନକୁ ଜନ୍ମ ଦେଇଛନ୍ତି କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ମାଳିପଦର ଗ୍ରାମର ସୁକୁ ମାଝୀ। ଜନନୀ ଯନ୍ତ୍ରଣା ଏବଂ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏପରି ବିକଳ ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାରେ।
ସୌଜନ୍ୟ ସମ୍ବାଦ




