ଦେଶ ବିଦେଶ

Rain: ତିନିଟି ପାଣିପାଗ ପ୍ରଣାଳୀ ସକ୍ରିୟ: ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା, ୫ ରାଜ୍ୟକୁ ଆଇଏମ୍‌ଡିର ସତର୍କତା

ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା ଆଶଙ୍କା ଦେଖାଦେଇଛି। ସକ୍ରିୟ ମୌସୁମୀ ବାୟୁ ଓ ଉତ୍ତରପ୍ରଦେଶ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ନୂଆଦିଲ୍ଲୀ: ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା ଆଶଙ୍କା ଦେଖାଦେଇଛି। ସକ୍ରିୟ ମୌସୁମୀ ବାୟୁ ଓ ଉତ୍ତରପ୍ରଦେଶ ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସିକ୍କିମର କେତେକ ସ୍ଥାନରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ଏହି ସତର୍କତା ଜାରି କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button