ପୁନଶ୍ଚ ପୃଥିବୀ

Coastal protection: ସୁରକ୍ଷା ଲୋଡୁଛି ଉପକୂଳୀୟ ସୁରକ୍ଷା କବଚ

ଓଡ଼ିଶା ଉପକୂଳ ସଂପ୍ରତି ସାମ୍ନା କରୁଥିବା ପରିବେଶ ସମସ୍ୟାକୁ ନେଇ ଗତ ମାସରେ ଭୁବନେଶ୍ବରଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ତଟୀୟ ନିୟନ୍ତ୍ରୀତ କ୍ଷେତ୍ର(ସିଆର୍‌ଜେଡ୍‌)ରେ ବଢୁଥିବା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ପରିବେଶବିତ୍‌ମାନେ ଗଭୀର ଉଦ୍‌ବେଗ ପ୍ରକଟ କରିଥିଲେ।

ଓଡ଼ିଶା ଉପକୂଳ ସଂପ୍ରତି ସାମ୍ନା କରୁଥିବା ପରିବେଶ ସମସ୍ୟାକୁ ନେଇ ଗତ ମାସରେ ଭୁବନେଶ୍ବରଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ତଟୀୟ ନିୟନ୍ତ୍ରୀତ କ୍ଷେତ୍ର(ସିଆର୍‌ଜେଡ୍‌)ରେ ବଢୁଥିବା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ ପରିବେଶବିତ୍‌ମାନେ ଗଭୀର ଉଦ୍‌ବେଗ ପ୍ରକଟ କରିଥିଲେ। ସୂଚନାଯୋଗ୍ୟ, ଗଞ୍ଜାମର ବାହୁଦା ମୁହାଣରୁ ବାଲେଶ୍ବରର ତାଳସାରୀ ଯାଏ ବ୍ୟାପ୍ତ ୫୭୪ କ‌ିଲୋମିଟର ଉପକୂଳ ରେଖା ସଂଲଗ୍ନ କିଛି ଅତି ସମ୍ବେଦନଶୀଳ ଅଞ୍ଚଳ ରହିଛି, ଯାହାକୁ ସିଆର୍‌ଜେଡ୍‌ ଭାବେ ଚିହ୍ନଟ କରାଯାଇଛି। ତେଣୁ ସେଠାରେ ନିର୍ମାଣ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି। ଏହି କଟକଣା ପଛରେ ଯେଉଁସବୁ କାରଣ ରହିଛି ସେଥିମଧ୍ୟରେ ପ୍ରମୁଖ କାରଣ ହେଲା ତଟରେଖାକୁ ଲାଗି କେତେକ ଅଞ୍ଚଳରେ ବିସ୍ତୃତ ହେନ୍ତାଳବନ ବା ସାମୁଦ୍ରିକ ଲୁଣା ଜଙ୍ଗଲର ଅବସ୍ଥିତି।

Show More

Leave a Reply

Your email address will not be published. Required fields are marked *

Back to top button