ଜାତୀୟ

Action: ସବୁଠୁ ବିଶ୍ବସ୍ତ ପାମ୍‌ ବଣ୍ଡିଙ୍କୁ ଏଟର୍ନି ଜେନେରାଲ ପଦରୁ ହଟାଇଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସବୁଠାରୁ ବିଶ୍ବସ୍ତ ସହଯୋଗୀ ଏଟର୍ନି ଜେନେରାଲ ପାମ୍‌ ବଣ୍ଡିଙ୍କୁ ହଟାଇ ୱାସିଂଟନ ରାଜନୀତିକୁ ଦୋହଲାଇ ଦେଇଛନ୍ତି। ୨୦୨୦ରୁ ଟ୍ରମ୍ପଙ୍କ ଢାଲ ଥିବା ପାମ୍‌ଙ୍କୁ ହଠାତ୍‌ ଟ୍ରମ୍ପ ତାଙ୍କ କ୍ୟାବିନେଟ୍‌ରୁ ହଟାଇ ଦେବା ସମସ୍ତଙ୍କୁ ଆଚମ୍ବିତ କରିଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସବୁଠାରୁ ବିଶ୍ବସ୍ତ ସହଯୋଗୀ ଏଟର୍ନି ଜେନେରାଲ ପାମ୍‌ ବଣ୍ଡିଙ୍କୁ ହଟାଇ ୱାସିଂଟନ ରାଜନୀତିକୁ ଦୋହଲାଇ ଦେଇଛନ୍ତି। ୨୦୨୦ରୁ ଟ୍ରମ୍ପଙ୍କ ଢାଲ ଥିବା ପାମ୍‌ଙ୍କୁ ହଠାତ୍‌ ଟ୍ରମ୍ପ ତାଙ୍କ କ୍ୟାବିନେଟ୍‌ରୁ ହଟାଇ ଦେବା ସମସ୍ତଙ୍କୁ ଆଚମ୍ବିତ କରିଛି। ପାମ୍‌ଙ୍କ ସ୍ଥାନରେ ଟ୍ରମ୍ପ ଡଟ୍‌ ବ୍ଲାଞ୍ଚଙ୍କୁ ଅନ୍ତରୀଣ ଏଟର୍ନି ଜେନରାଲ ନିଯୁକ୍ତ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଟ୍ରମ୍ପ ମଧ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ ଅନ୍ୟ କିଛି ନେତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମା‌ନେ ହେଉଛନ୍ତି ଏଫ୍‌ବିଆଇ ନିର୍ଦ୍ଦେଶକ କାଶ ପଟେଲ, ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ, ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ଏବଂ ତାଙ୍କ ପ୍ରେସ୍‌ ସଚିବ କାରୋଲିନ୍‌ ଲେଭିଟଙ୍କ ଉପରେ ବି ସେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button