୨୦୨୫ର ମସିହା ଲୌରିୟସ୍‌ ପୁରସ୍କାର ବିଜେତା

ବିଶ୍ବର ଶ୍ରେଷ୍ଠ ପୁରୁଷ ଖେଳାଳି: କାର୍ଲୋସ ଆଲକାରାଜ
ବିଶ୍ବର ଶ୍ରେଷ୍ଠ ମହିଳା ଖେଳାଳି: ଆରିନା ସବାଲେଙ୍କା

ବିଶ୍ବର ଶ୍ରେଷ୍ଠ ଦଳ: ପିଏସ୍‌ଜି (ପ୍ୟାରିସ୍ ସେଣ୍ଟ୍‌ ଜର୍ମାନ୍‌)
ବ୍ରେକ୍‌ଥ୍ରୁ ଅଫ୍‌ ଦ ଇୟର୍‌: ଲାଣ୍ଡୋ ନରିସ୍‌

କମ୍‌ବ୍ୟାକ୍‌ ଅଫ୍‌ ଦ ଇୟର: ରୋରି ମ୍ୟାକଲରୟ
ଶ୍ରେଷ୍ଠ ଭିନ୍ନକ୍ଷମ ଖେଳାଳି: ଗାବ୍ରିଏଲ୍‌ ଆରାଉଜୋ

ଆକ୍ସନ ସ୍ପୋର୍ଟସପରସନ୍‌ ଅଫ୍‌ ଦି ଇୟର: କ୍ଲୋ କିମ୍‌
ବିଶ୍ବର ଶ୍ରେଷ୍ଠ ଯୁବ ଖେଳାଳି: ଲାମିନ୍‌ ୟାମାଲ

ଲୌରିୟସ୍ ଶ୍ରେଷ୍ଠ ପ୍ରେରଣାଦାୟୀ: ଟୋନି କ୍ରୁସ୍‌
ଲୌରିୟସ୍‌ ଜୀବନବ୍ୟାପୀ ସାଧନା: ନାଦିଆ କୋମାନେସି

ଲୌରିୟସ୍‌ ସ୍ପୋର୍ଟ ଫର୍‌ ଗୁଡ଼୍‌: ଫୁଟ୍‌ବଲ୍‌ ମାସ୍‌