ଦେଶ ବିଦେଶ
Shooting: ଟ୍ରମ୍ପ ନା ଭାନ୍ସ,ଟାର୍ଗେଟରେ କିଏ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ପରେ ଉଠିଲା ପ୍ରଶ୍ନ

ୱାସିଂଟନ: ଆମେରିକାର ରାଜଧାନୀ ୱାସିଂଟନ ଡି.ସି.ରେ ଥିବା ହ୍ୱାଇଟ୍ ହାଉସ୍ ନିକଟରେ ଏକ ଗୁରୁତର ସୁରକ୍ଷା ଉଲ୍ଲଂଘନ ଘଟିଛି। ଆମେରିକାର ସିକ୍ରେଟ୍ ସର୍ଭିସ୍ କହିଛି ଯେ ସେମାନେ ୧୫ତମ ଷ୍ଟ୍ରିଟ୍ ଏବଂ ଇଣ୍ଡିପେଣ୍ଡେନ୍ସ ଆଭେନ୍ୟୁ ହ୍ୱାଇଟ୍ ହାଉସ୍/ନ୍ୟାସନାଲ୍ ମଲ୍ ନିକଟରେ ନିକଟରେ ହୋଇଥିବା ଗୁଳିକାଣ୍ଡର ଜଣେ ସଶସ୍ତ୍ର ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି।
କ୍ୱିନ୍ଙ୍କ ଅନୁଯାୟୀ, ଏଜେଣ୍ଟମାନେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ ଯାହାଙ୍କ ପାଖରେ ବନ୍ଧୁକ ଥିବା ସନ୍ଦେହ କରାଯାଉଥିଲା। ଯେତେବେଳେ ଏଜେଣ୍ଟମାନେ ତାଙ୍କ ପାଖକୁ ଆସିବାରୁ ସେ ଦୌଡ଼ିବାକୁ ଲାଗିଲେ। ଦୌଡ଼ି ପଳାଇବା ସମୟରେ ସେ ଏକ ବନ୍ଧୁକ ବାହାର କରି ଗୁଳି ଚଳାଇବାକୁ ଲାଗିଥିଲେ।
ସୌଜନ୍ୟ ସମ୍ବାଦ




