ରାଜ୍ୟ
Baitarani River: ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

ଆନନ୍ଦପୁର: ବୈତରଣୀ ନଦୀରେ ବୁଡ଼ି ଯାଇ ମୃତ୍ୟୁ l ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କାଦୁଅବାହାଳି ନିକଟରେ ଦୁଇଜଣ ପିଲା ସକାଳୁ ବୈତରଣୀକୁ ଗାଧୋଇବାକୁ ଯାଇଥିଲେ l ଦେବ ମୁଣ୍ଡାଙ୍କ ପୁଅ ମକରା ମୁଣ୍ଡା (୭) ବୁଡ଼ି ଯାଇଥିଲେ l କିଛି ସମୟ ମଧ୍ୟରେ ମୃତଦେହ ଉଦ୍ଧାର କରାଯାଇଛି l
ସୌଜନ୍ୟ ସମ୍ବାଦ




