Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ
ବେପାରରେ ସାମାନ୍ୟ ଲାଭ ହେବ। ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ତର୍କବିତର୍କ କରିବେ। ଆପଣ କାମରେ ସଫଳତା ପାଇବେ। ଚାକିରିଜୀବୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

ମେଷ: ବେପାରରେ ସାମାନ୍ୟ ଲାଭ ହେବ। ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ତର୍କବିତର୍କ କରିବେ। ଆପଣ କାମରେ ସଫଳତା ପାଇବେ। ଚାକିରିଜୀବୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ବୃଷ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ପ୍ରୋଜେକ୍ଟରେ ଜୀନସାଥୀର ସହଯୋଗ ପାଇବେ। କିଛି ଏଭଳି ବିଚାର ଆସିପାରେ ଯାହା ଜବରଦସ୍ତ ଓ ସୃଜନାତ୍ମକ ହେବ। ବିଦ୍ୟାର୍ଥୀ ସଫଳତା ପାଇବେ।
ମିଥୁନ: ଆପଣ ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ପ୍ରତିଟି କାର୍ଯ୍ୟ ମନ ଲଗାଇ କଲେ ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଘରେ ସୁଖ ସମୃଦ୍ଧି ବଜାୟ ରହିବ। ନୂଆ ଗାଡ଼ି କିଣିବା ଲାଗି ମନ ବନାଇବେ।
କର୍କଟ: ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଜନଶୀଳତାକୁ ଲୋକେ ପ୍ରଶଂସା କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ପୂରାଦିନ ସୁସ୍ଥ ସବଳ ଅନୁଭବ କରିବେ।
ସିଂହ: ପରିବାରର କୌଣସି କାମରେ ବ୍ୟସ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ଝମେଲା ଠାରୁ ଦୂରରେ ରହି କୌଣସି ମନ୍ଦିର ବା ଧାର୍ମିକ ଅନୁଷ୍ଠାନରେ ବିତାଇବେ।
କନ୍ୟା: ମନରେ କୌଣସି ସଂଶୟ ରଖନ୍ତୁ ନାହିଁ। ବ୍ୟବସାୟର କୌଣସି କାମରେ ଦୂରସ୍ଥାନକୁ ଯିବେ। ଅସହାୟଙ୍କୁ ଭୋଜନ କରାଇବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ। ନିତି ଦିନିଆ ଜୀବନରେ କିଛି ନୂତନତ୍ବ ଆସିପାରେ।
ତୁଳା: ନେବା ଦେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। କ୍ୟାରିୟରରେ ଆପଣଙ୍କୁ ଗୁରୁଜନର ମାର୍ଗ ଦର୍ଶନ ମିଳିବ। ସ୍ବାସ୍ଥ୍ୟ ବଢ଼ିଆ କରିବା ପାଇଁ ଯୋଗର ରୁଟିନ କରିବେ। ଡ଼ାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ବିଛା: ସଠିକ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆସିବ। ମିଡ଼ିଆ କର୍ମୀମାନଙ୍କୁ କାମ କରିବା ପାଇଁ ବଢ଼ିଆ ମଉକା ମିଳିବ। ଆପଣ ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅବସର ପାଇବେ।
ଧନୁ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ବଜାୟ ରହିବ। ଆପଣଙ୍କ କାମ କରିବା କଳାରେ ଲୋକେ ପ୍ରଭାବିତ ହେବେ। ଲେଖକ କ୍ଷେତ୍ରରେ ଥିବା ଲୋକ କୌଣସି ଖୁସି ଖବର ପାଇବେ। ପେମରେ ସଫଳତା ପାଇବେ।
ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। କାମରେ ରାଜନୀତିକ ସମ୍ବନ୍ଧର ଲାଭ ହେବ। ପରିବାରରେ ସବୁ ଲୋକ ସମାରୋହରେ ସାମିଲ ହେବେ। ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ।
କୁମ୍ଭ: କାମ ଓ ପରିବାର ସମ୍ବନ୍ଧ ମଧ୍ୟରେ ସାମଞସ୍ୟ ବଜାୟ ରଖନ୍ତୁ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ। କୌଣସି କାମ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।
ମୀନ: ବେପାରରେ ଅଧୁରା ଥିବା ଯୋଜନା ପୂରା କରିବାରେ ବ୍ୟସ୍ତ ରହିବେ। ଘର ଲୋକ ଆପଣଙ୍କ କଥା ମାନିବେ। କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ। ମହିଳାମାନେ କିଛି ସମୟ ଫୋନରେ ବିତାଇବେ।
ସୌଜନ୍ୟ ସମ୍ବାଦ



