ରାଶିଫଳ

Horoscope 2026 October 23: ଜାଣନ୍ତୁ ଆଜିର ରାଶିଫଳ…

ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ‌ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ।

‌ମେ‌ଷ: ଅଧୁରା କାମ ସଂପୂର୍ଣ୍ଣ କରିସାରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ‌ ‌

ମିଥୁନ: ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଆପଣ ପ୍ରୟାସ ଜାରି ରଖିବେ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

କର୍କଟ: ଆପଣଙ୍କ କାମରେ ଧ୍ୟାନକେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। ‌

ସିଂହ: ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ମନ ସ୍ବଚ୍ଛ ରହିବ। ଘ‌ରେ କୌଣସି ଧର୍ମାନୁଷ୍ଠାନ ହୋଇପାରେ। ସୁସମ୍ବାଦ ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।  ‌

କନ୍ୟା: ଆପଣଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ବଜାୟ ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ତୁଳା: ଆପଣ କୌଣସିପ୍ରକାର ଯାତ୍ରାରେ ଯାଇପାରନ୍ତି। କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ। ଯାହାଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ବିଛା: କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ବ୍ୟର୍ଥ ଖର୍ଚ୍ଚ ପାଇଁ ବ୍ୟାଙ୍କ ବାଲାନ୍ସ କମ୍ ହେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ବିକ୍ରୀ ବଢ଼ିବ।

ଧନୁ: ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧର୍ମକାର୍ଯ୍ୟ କରିପାରନ୍ତି।

ମକର: ଆପଣଙ୍କୁ ସମାଜରେ ମାନସମ୍ମାନ ମିଳିବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ। ଚାକିରିରେ ଆପଣଙ୍କୁ କିଛି ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

କୁମ୍ଭ: ଅଫିସରେ ଆପଣଙ୍କର କଠିନ ପରିଶ୍ରମ ଦେଖି କର୍ତ୍ତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।

ମୀନ: ଜମି ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ। ବ୍ୟର୍ଥ କଥାରେ ତର୍କ କରନ୍ତୁ ନାହିଁ। ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button