ଦେଶ ବିଦେଶ

lightning death ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରେ ଘଡ଼ଘଡ଼ି ବର୍ଷା ସମୟରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଷିପୁରା: ଆଜି ମଧ୍ଯାହ୍‌ଣରେ ହୋଇଥିବା ଘଡ଼ଘଡ଼ି ବର୍ଷାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସେହିପରି ଖଲଣା ଗ୍ରାମର ଭଗବାନ ରାଉତ(୪୫) ମଧ୍ୟ କାମ କରୁଥିବା ବେଳେ ବଜ୍ରାଘାତରେ ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରୀ ବାମ୍ଫିଡି ଗ୍ରାମର ଅଙ୍କିତା ପାତ୍ର(୩୦) ମଧ୍ୟ ବଜ୍ରାଘାତରେ ଆହତ ହୋଇ ସାଇଁକୁଳ  ପରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାୟକୁ ପଠାଇ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button