ଦେଶ ବିଦେଶ
NDA meeting: ‘ବନ୍ଦେ ମାତରମ୍’ ଓ ‘ଭାରତ ମାତା କୀ ଜୟ’ ନାରା ଦେଲେ ଏନ୍ଡିଏ ସାଂସଦ
ସଂସଦ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏନ୍ଡିଏର ସାପ୍ତାହିକ ସଂସଦୀୟ ଦଳ ବୈଠକ ‘ମଙ୍ଗଳ ମିଳନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିରଙ୍ଗା ଧରି ସ୍ବାଗତ କରିଛନ୍ତି ଏନ୍ଡିଏ ସାଂସଦମାନେ। ମୋଦୀ ବୈଠକସ୍ଥଳରେ ପହଞ୍ଚିବା ସମୟରେ ସାଂସଦମାନେ...

ନୂଆଦିଲ୍ଲୀ: ସଂସଦ ଭବନରେ ମଙ୍ଗଳବାର ଅନୁଷ୍ଠିତ ଏନ୍ଡିଏର ସାପ୍ତାହିକ ସଂସଦୀୟ ଦଳ ବୈଠକ ‘ମଙ୍ଗଳ ମିଳନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତ୍ରିରଙ୍ଗା ଧରି ସ୍ବାଗତ କରିଛନ୍ତି ଏନ୍ଡିଏ ସାଂସଦମାନେ। ମୋଦୀ ବୈଠକସ୍ଥଳରେ ପହଞ୍ଚିବା ସମୟରେ ସାଂସଦମାନେ ‘ବନ୍ଦେ ମାତରମ୍’ ଓ ‘ଭାରତ ମାତା କୀ ଜୟ’ ନାରା ଦେଇଥିଲେ।
ସୌଜନ୍ୟ ସମ୍ବାଦ




