ରାଜ୍ୟ

Coconut Falls ମୁଣ୍ଡରେ ଖସିପଡ଼ିଲା ପଇଡ଼, ୫ମ ଶ୍ରେଣୀ ଛାତ୍ର ମୃତ

ବାରିପଦା ମଧୁବନ ଅଞ୍ଚଳରେ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡରେ ପଡ଼ିବାରୁ ୧୧ ବର୍ଷୀୟ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଘଟଣାରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବାରିପଦା (ବଟକୃଷ୍ଣ ବିହାରୀ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ନଡ଼ିଆ ଗଛରୁ ପଇଡ଼ ଖସି ମୁଣ୍ଡରେ ପଡ଼ିବାରୁ ଜଣେ ୫ମ‌ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ଘଟଣା ସମ୍ପର୍କରେ ସୂଚନା ପାଇଁ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରିଥିଲା। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button