ଦେଶ ବିଦେଶ
Operation Sindoor: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ନୂଆ ପ୍ରଚାର ଭିଡିଓ, ୩୨ ଭାରତୀୟ ବାୟୁସେନା ଘାଟିରେ ଆକ୍ରମଣ ଦାବି
ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ପୁଣି ଏକ ପ୍ରଚାର ଭିଡିଓ ଜାରି କରିଛି। ପାକିସ୍ତାନ ବାୟୁସେନା ଦିବସ ଅବସରରେ ସେପ୍ଟେମ୍ବର ୬ରେ ‘ଫିଜାଓଁ କେ ପାସବାଂ’ ନାମରେ ଏହି ଭିଡିଓ ଜାରି କରାଯାଇଛି। ପାକିସ୍ତାନ ବାୟୁସେନାର ଡିଜିପିଆର୍ ଏହାକୁ ‘ଏକ୍ସ’ରେ ପ୍ରକାଶ କରିଛି।

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ପୁଣି ଏକ ପ୍ରଚାର ଭିଡିଓ ଜାରି କରିଛି। ପାକିସ୍ତାନ ବାୟୁସେନା ଦିବସ ଅବସରରେ ସେପ୍ଟେମ୍ବର ୬ରେ ‘ଫିଜାଓଁ କେ ପାସବାଂ’ ନାମରେ ଏହି ଭିଡିଓ ଜାରି କରାଯାଇଛି। ପାକିସ୍ତାନ ବାୟୁସେନାର ଡିଜିପିଆର୍ ଏହାକୁ ‘ଏକ୍ସ’ରେ ପ୍ରକାଶ କରିଛି। ଭିଡିଓରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ଗ୍ରାଫିକ୍ସର ବ୍ୟବହାର ହୋଇଛି।
ସୌଜନ୍ୟ ସମ୍ବାଦ




