ଦେଶ ବିଦେଶ

Supreme Court: ମାଜିଷ୍ଟ୍ରେଟଙ୍କର ଏପରି ସାହସ କିପରି ହେଲା?: ନୋଏଡା ଛାତ୍ରଙ୍କୁ ନୋଟିସ୍ ନେଇ ସିଜେଆଇ କ୍ଷୁବ୍ଧ

ଜନ୍ତରମନ୍ତର ଆନ୍ଦୋଳନରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ, ଜଣେ ୨୦ ବର୍ଷୀୟ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗୌତମ ବୁଦ୍ଧ ନଗର ପ୍ରଶାସନ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍ କୋର୍ଟ।

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତର ଆନ୍ଦୋଳନରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ, ଜଣେ ୨୦ ବର୍ଷୀୟ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗୌତମ ବୁଦ୍ଧ ନଗର ପ୍ରଶାସନ ଉପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍ କୋର୍ଟ। ବୁଧବାର ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଗୌତମ ବୁଦ୍ଧ ନଗରର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ନିର୍ବାହୀ ମାଜିଷ୍ଟ୍ରେଟଙ୍କଠାରୁ କାରଣ ଦର୍ଶାଅ ଜବାବ ମାଗିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button